Spread the love

କ୍ଷତିପୁରଣ ଦାବୀରେ ବୀରବାହାନପୁରରେ ଧାରଣା, ୨୩ ପରିବାର ପ୍ରଭାବିତ

ବଅଁରପାଳ:
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୀରବାହନପୁର ଗ୍ରାମର ୨୩ଟି ପରିବାର କ୍ଷତିପୁରଣ ଦାବୀକୁ ନେଇ ଧାରଣାରେ ବସିଛନ୍ତି। ତାଳବାହାଳି ଗ୍ରାମର ଦୁଷ୍ମନ୍ତ ନାଏକ ଏକ ରାସ୍ତା ଯୋର-ଜବରଦସ୍ତି ଭାବେ ଧାରଣାରେ ବସିଥିବା ପରିବାରଙ୍କ ଜମି ଉପରେ ରାସ୍ତା କାମ କରୁଥିବା ଅଭିଯୋଗ ହୋଇଛି। ଏ କଥା ବଅଁରପାଳ ଥାନାକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ସୂଚନା ଅନୁସାରେ, ଜମି ଉପରେ ରାସ୍ତା ନେବା ପୂର୍ବରୁ ପ୍ରଭାବିତ ପରିବାରମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଠିକାଦାର ଦୁଷ୍ମନ୍ତ ନାଏକ ରାଜି ହୋଇଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଲିଖିତ ସମ୍ମତିପତ୍ର ମଧ୍ୟ ସାଇନ୍ ହୋଇଥିଲା।କିନ୍ତୁ ଅଭିଯୋଗ ଅନୁସାରେ, ଏବେ କୌଣସି ପ୍ରକାର ସୁବିଧା ଯୋଗାଇ ନ ଦେଇ ଯୋର-ଜବରଦସ୍ତି ଭାବେ ରାସ୍ତା ।

Leave a Reply

Your email address will not be published. Required fields are marked *