Spread the love

ଢେଙ୍କାନାଳ: ମୂଖ୍ୟ ମିନି ଷ୍ଟାଡିୟମରେ ଶୀତ ଦିନ ପାଇଁ ଲାସା ତିବତୀୟ ଶୀତ ବଜାର ପସରା ଖୋଲିଛି। ଶୀତ ବସ୍ତ୍ର ନେବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳୁଛି। ଶୀତ ବସ୍ତ୍ର ୫୦୦ ଟଙ୍କା ଆରମ୍ଭ ହୋଇ ୧୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ବୋଲି କହିଛନ୍ତି ନେପାଳ ରୁ ଆସିଥିବା ବ୍ୟବସାୟୀ ତଶି ଡ଼ଲମା । ଆଜକୁ ପ୍ରାୟ ଆଠ ବର୍ଷ ହେବ ଆସି ବ୍ୟବସାୟୀ ଏଠାରେ କରୁଛନ୍ତି।

Leave a Reply

Your email address will not be published. Required fields are marked *