Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଁଦିଆ ଉଚ୍ଚ ବିଦ୍ୟାଳୟ ର 2006 ବର୍ଷ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା 11 ତମ ବନ୍ଧୁ ମିଳନ

 

ଜେ ବି ଏନ, ୧୧/୦୧/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଗଁଦିଆ ଉଚ୍ଚ ବିଦ୍ୟାଳୟ ର 2006 ବର୍ଷ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା 11 ତମ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି ଏହି ବନ୍ଧୁମିଳନ ଅବସରରେ ସମସ୍ତ ଏକାଠି ହୋ ଗଁଦିଆ ସ୍ଥିତ ବଡ଼ବନ୍ଧ ଠାରେ ଅତି ଆନନ୍ଦ ଉଲ୍ଲାସ ସହିତ ବଣ ଭୋଜି କୁ ଉପଭୋଗ କରିବା ସହ ନିଜ ପିଲାଦିନ କଥା କୁ ପୁର୍ନବାର ମନେପକାଇ ଅତି ଖୁସି ହୋଉଥିଲେ।ଏହି ବନ୍ଧୁମିଳନ ରେ ସାହାଯ୍ୟ କରିଥିଲେ ମାନସ, ପ୍ରଭାସ,ଜାଗା,ସୁଜିତ,ଗଙ୍ଗା, କଲ୍ୟାଣ, ଓ ଅନ୍ୟ ମାନେ ସବୁ ସାଙ୍ଗ ମାନଙ୍କ ବହୁ ସଂଖ୍ୟାରେ ଆସି ଯୋଗଡ଼ାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l