Spread the love

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ୍ୟୁ ମାମଲାରେ ଟାଟାକମ୍ପାନୀ ମେଡିକାଲ୍ କତୃପକ୍ଷଙ୍କ ଭୂମିକା ଉପରେ ସନ୍ଦେହ: କଂଗ୍ରେସ୍

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟାଟାଷ୍ଟିଲ କମ୍ପାନୀ ମେଡିକାଲ୍ ରେ କ୍ରମାଗତ ଦୁର୍ଘଟଣା ବଢିଚାଲିଥିବା ନେଇ ଟାଟା କମ୍ପାନୀର କତୃପକ୍ଷଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କଂଗ୍ରେସ। କିଛି ଦିନ ପୂର୍ବରୁ ଟାଟା କମ୍ପାନୀ ର ଯୋଡ଼ା ଇଷ୍ଟ ଆଇରନ ଖଣି ରେ ଏକ ଆଦିବାସୀ ଶ୍ରମିକ ରାଜେଶ ନାଏକ ଏବଂ ଗତକାଲି ଟାଟା ମେଡିକାଲ ରେ ଏକ ଆଦିବାସୀ ମହିଳା ଆତ୍ମହତ୍ୟା କରିଥିବା ବଲମା ମୁଣ୍ଡା ଘଟଣା କୁ ନେଇ କଂଗ୍ରେସ ତରଫରୁ ଆଜି ପୁର୍ବତନ ସାଂସଦ ତଥା ରାଜ୍ୟ କଂଗ୍ରେସର ଆଦିବାସୀ ସେଲ ଅଧ୍ୟକ୍ଷ ଯସବନ୍ତ ସିଂ ଲାଗୁରି ମୃତକଙ୍କ ପରିବାର କୁ ଭେଟି ଘଟଣା ର କିପରି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ସେ ନେଇ ଯୋଡ଼ା ଥାନା ଅଧିକାରୀ ଙ୍କୁ ସାକ୍ଷାତ କରି ଦାବିକରିଛନ୍ତି। ଆସନ୍ତୁ ଶୁଣିବା କଣ କହୁଛନ୍ତି ଶ୍ରୀ ଲାଗୁରି କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *