ଛତୁ ଚାଷୀଙ୍କୁ କ୍ଷତି ପୂରଣ ପାଇଁ ଦାବୀ
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଜେ ବି ଏନ, ୧୦/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ, BD), ଜଗତସିଂହପୁର: ରଘୁନାଥପୁର ବ୍ଲକ ଅନ୍ତଗର୍ତ ଏରଡଙ୍ଗା ଗ୍ରାମପଂଚାୟତ ର ନାଗାମଠ ଗ୍ରାମ ର ଯୁବ ଛତୁ ଚାଷୀ କେଦାରନାଥ ଦାସ(ଦୀପା) ନିଜ ଛତୁ ଚାଷ ପାଇଁ ପ୍ରାୟ ପଚାଶ ହଜାର ରୁ ଅଧିକ ନଡ଼ା ସଂଗ୍ରହ କରି ଗଦା ମାରି ରଖିଥିଲେ। ଆଜି ଅପରାହ୍ନ ଏକ ଘଟିକା ସମୟ ରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା। ପ୍ରଥମେ ଖବର ପାଇ ଗ୍ରାମବାସୀ ମାନେ ନିଆଁ ଲିଭାଇବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ନିଆଁ ଆୟତ୍ତ ବାହାରକୁ ଚାଲି ଯାଇଥିଲା। ଉକ୍ତ ଗ୍ରାମର ଯୁବ ଉଦ୍ୟୋଗପତି ପ୍ରମୋଦ କୁମାର ଦାସ ଉପଯୁକ୍ତ ବୁଦ୍ଧି ଲଗାଇ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ତୁରନ୍ତ ପହଂଚି ନିଆଁକୁ ଆୟତ୍ତ କରିବା ପାଇଁ ତିନି ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ l ଏହି ବିପଦ ସମୟରେ ଗ୍ରାମର ଯୁବ ସମାଜ ସେବୀ ପ୍ରସନ୍ନ ଦାସ , ଯୁବ ନେତା ଵାୟା ନନା, ବବି ଭାଇ , କନକଲତା ଦାସ , ସୁଷମା ଦାସ ଦିଲୀପ ଦାସ , ସୁଯ୍ୟକାନ୍ତ ତ୍ରିଫାଟି , ବଳରାମ ଦାସ, ଉର୍ମିଳା ଦାସ , ଧୀରେନ୍ଦ୍ର ଦାସ , ଚାଷୀ ନେତା ଅଲେଖ ଦାସ ଓ ଗୁନ ଦାସ , କେଦାର ଦାସ, ଦେବେନ୍ଦ୍ର ଦାସ ,ସୁଶାନ୍ତ କୁମାର ଦାସ , ହେମନ୍ତ ଦାସ, ଅଚ୍ୟୁତନନ୍ଦ ଦାସ , ହରିହର ମଲ୍ଲ, ହରିହର ଦାସ , ଅରୁ ନନା, ଅଗ୍ରଣୀ ସାମାଜିକ ସଙ୍ଘଠନ ବାଣୀକ୍ଷେତ୍ର ସୁରକ୍ଷା ପରିଷଦ ର ଆବାହକ ବଳରାମ ଦଳାଇ ଯୁବ ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିିଛନ୍ତି l