Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଜଗତସିଂହପୁର ଜ଼ିଲ୍ଲା ରେ ପହଁଚିଲା କୋଭିଡି ଭ୍ୟାକସିନ 

ଜେ ବି ଏନ, ୧୩/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ରେ ପହଁଚିଲା କୋଭିଡି ଭ୍ୟାକସିନ  ।   ବହୁ ପ୍ରତିକ୍ଷୀତ କୋଭିଡ଼ ଭ୍ୟାକସିନ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଟୀକା ଭଣ୍ଡାର ରେ ପହଁଚିଛି  ! CDMO.ବିଜୟା ଲକ୍ଷ୍ମୀ ପଣ୍ଡା  ! ADMO.ପ୍ରମୋଦ କୁମାର ବାରିକ  ! ଚକ୍ରଧର ଜେନା   ଙ୍କ ଉପସ୍ଥିତ ରେ ଜଗତସିଂହପୁର ଜ଼ିଲ୍ଲା ରେ ପ୍ରଥମ ପଯ୍ୟାୟରେ 5100 ଭ୍ୟାକସିନ ପହଁଚିଛି  ! ଜାନୁଆରୀ  16 ରେ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ,  ଜଗତସିଂହପୁର, ବାଲିକୁଦା , ରଘୁନାଥପୁର ,  ବାଲିକୁଦା ,  ବିରିଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ହେଲଥ କେୟାର ୱାର୍କର ମାନଙ୍କୁ ପ୍ରଦାନ କରାଯିବା  ! ଜ଼ିଲ୍ଲା ରେ ମୋଟ  7952ଜଣ ହେଲଥ କେୟାର ୱାର୍କର ଙ୍କୁ  କୋଭିଡ଼ ଭ୍ୟାକସିନ ତାଲିମ ପ୍ରାପ୍ତ ଭ୍ୟାକ୍ସିନେଟର ଦ୍ଵାରା ପ୍ରଦାନ କରାଯିବ !       ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ