Spread the love

ଢେଙ୍କାନାଳ : ଗନ୍ଦିଆ ବ୍ଲକ ର କାଶୀପୁର ଗ୍ରାମର ଦଳିତ ଲୋକ ମାନେ ଚାଷ କରୁଥିବା ସରକାରୀ ଜମି କୁ ଚଞ୍ଚକତା ଉପାୟ ରେ ନବ କାଶୀପୁର ବ୍ରାହ୍ମଣ ମାନେ ନିଜ ନିଜ ପରିବାର ଙ୍କ ନାମରେ ପଟ୍ଟା କରିନେଇଥିବା ସମ୍ବନ୍ଧ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଗ୍ରାମବସୀମାନେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ବିଭୁଧ ଗଡ଼ନାୟକ ଙ୍କୁ ଲିଖିତ ଅଭିଯୋଗ ସମାଜ ସେବୀ ରାମଚନ୍ଦ୍ର ପାତ୍ର ଙ୍କ ଉପସ୍ଥିତି ରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *