“ଦିନ ମଜୁରିଆଙ୍କୁ ମିଳିଲା ପ୍ରାପ୍ୟ” ଜଙ୍ଗେଡ଼ ଗ୍ରାମ ପଂଚାୟତ, ମନରେଗା ଯୋଜନାରେ କାମ କରିଥିବା ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନ ଥିଲା।ଜାଗ୍ରତ ଭାରତ ନ୍ୟୁଜରେ ଏ ସମ୍ପର୍କିତ ଖବର ପ୍ରସାରଣ ହେବାପରେ ପ୍ରଶାସନର ଚେତା ପଶିଲା।