Spread the love

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳ,ତା.୦୧.୦୪: ପବି ପବିତ୍ର ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଆଜିଅନୁଗୋଳରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରିକୃତ ମୁଖ୍ୟ ଅତିଥ୍ ) ଭାବେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଓଡିଶାର ବରପୁତ୍ରମାନଂକର ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । । ଏହି ଅବସରରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଯୋଗ ଦେଇ ଅନୁଗୋଳ ଗୋଳ ଜିଲ୍ଲା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ସାରା ଓଡିଶାକୁ ମାର୍ଗ ଦର୍ଶନ କରୁଥିଲା ଏବଂ ଏହି ଜିଲ୍ଲା ଜିଲ୍ଲା ସହିତ ତାଙ୍କ ସମ୍ପର୍କ ଅତି ପୁରୁଣା ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ବାଜିରାଊତ ଛାତ୍ରବାସ ସହ ଥିବା ପୁରୁଣା ଅଭୁଲା ସ୍ମୃତିକୁ ସେ ମ ମନେପକାଇଥିଲେ । ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ଧର୍ମପନ୍ତ୍ରୀ ସ୍ବର୍ଗତ ମାଳତୀ ଚୌଧୁରୀଙ୍କ ସମାଜ ପ୍ରତି ଅଚ ଅବଦାନ ଅତ୍ତୁଳନୀୟ ବୋଲି । ସେ କହିଥିଲେ । ବାଜିରାଊତ ଛାତ୍ରାବାସ ଏକ ଐତିହ ବୋଲି ସେ ମଧ୍ୟ ବର୍ଦ୍ଧନା କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସାରା ବିଶ୍ବରେ ନିଆରା ଓ ସ୍ବତନ୍ତ୍ର ପରିଚୟ वृ କରିଛି ଏବଂ ଓଡିଶାର ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ମଧ୍ୟ ସେ କହିଥିଲେ । ୨୦୩୬ ମସିହା ସୁଦ୍ଧା ଏକ ବିକଶିତ । ଓଡିଶା ଗଠନରେ ଅନୁଗୋଳର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ବାଜିରାଊତ ଛାତ୍ରାବାସର ଭିତ୍ତିଭୂମୀ ବିକାଶ ନିମନ୍ତେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିବେଦନକୁ ସେ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ମୁଖ୍ୟ ଅତିଥ୍ ପ୍ରତିଶୃତି ଦେଇଥିଲେ । ସେହିପରି ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଜିଲ୍ଲାରେ ଭୂ-ବନ୍ଦୋବସ୍ତ କାର୍ଯ୍ୟାଳୟ (ସେଟେଲମେଣ୍ଟ ଅଫିସ୍) ଖୋଲିବା ନିମନ୍ତେ କରିଥିବା ବା ନିବେଦନକୁ ମଧ୍ୟ ସେ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବା ନିମନ୍ତେ ସେ ପ୍ରତି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧୁକାରୀ ଡ.ଧରଣୀଧର ନାଥ ଯୋଗ ଦେଇ ଭାଷା ଭିତ୍ତକ ପ୍ରଥମ ରାଜ୍ୟ ଭାବେ ସ୍ବତନ୍ତ୍ର ଓଡିଶା ଗଠନର ବିଭିନ୍ନ ତିହାସିକ ଘଟଣାକ୍ରମ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧ୍ ଶ୍ରୀ ସୁଦିପ ଗଡନାୟକ ସମ୍ମାନୀତ ଅତି ଅତିଥ୍ ଭାବେ ଯୋଗ ଦେଇଥୁବା ବେଳେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ସଢ ସଭାପତିତ୍ବ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇ ଦଇଥିବାବେଳେ ଅତିରିକ୍ତ ପ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଏ ଅବସରରେ ଆୟୋଜିତ ବିଭିନ୍ନ କୃତୀ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥୂ ପୁରସ୍କୃତ କରିଥିଲେ । ପରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କ କାର୍ଯ୍ୟାଳୟ ତରଫରୁ 31 କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ଡାକବାଜୀ ଯନ୍ତ୍ର | ମାଧ୍ୟମରେ ସହରରେ ରାମଧୁନ କରାଯାଇଥୁଲ ସକାଳ ୯ ଘଟିକା ସମୟରେ ସ୍ଥାନୀୟ | ଗୋପବନ୍ଧୁ ପାର୍କ ଠାରେ ମାନ୍ୟବର ଅନୁଗୋଳ ବିଧ ବିଧାୟକ ଶ୍ରୀ ପ୍ରତ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧୁକାରୀମାନେ ଓଡିଶାର ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରିଥିଲେ । ସେହିପରି ହିପରି ଜିଲ୍ଲା ମୁଖ୍ୟ ଚିକିସ୍ ଚିକିତ୍ସାଳୟ ଠାରେ ଏହି ଦିବସ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥୁଲା । ଶ୍ରୀ ରଞନ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କେ ଶବଣକୁମାର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *