Spread the love

ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ବେଙ୍ଗାବାଦ୍‍ ଥାନା ଅଞ୍ଚଳରେ ଦୁଇ ଜଣ ମାଓବାଦୀଙ୍କୁ ଗିରଫ୍‍ କରାଯାଇଛି । ବିହାରର ସ୍ୱତନ୍ତ୍ର ଟାସ୍କଫୋର୍ସ୍‍ ଏବଂ ସ୍ଥାନୀୟ ପୁଲିସ୍‍ର ମିଳିତ ଅଭିଯାନରେ ଏହି ଦୁଇ ଜଣ ମାଓବାଦୀ ଗିରଫ୍‍ ହୋଇଥିବା ପୁଲିସ୍‍ କହିଛି । ଗିରଫ୍‍ ମାଓବାଦୀ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଜଡ଼ିତ ରହିବା ସହ ସୁରକ୍ଷା ସଂସ୍ଥା ପାଇଁ ମୋଷ୍ଟ ୱାଣ୍ଟେଡ୍‍ ରହିଥିଲେ ।

ଗିରଫ୍‍ ପରେ ଆଇନ୍‍ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ୍‍ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

You missed