Spread the love

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପାର୍ଶ୍ଵରେ ଥିବା ନୃସିଂହ ଙ୍କ ମନ୍ଦିରରେ ନୃସିଂହ ଜନ୍ମ ଉତ୍ସବ ମହାସମାରୋହରେ ପାଳନ

କରାଯାଇଛି। ନୃସିଂହ ଙ୍କୁ ମାଜଣା କରାଯାଇ ନୂତନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇ ଥିଲା। ବିଭିନ୍ନ ଭୋଗ ରାଗ ସହ ପଣା ଭୋଗ ଲାଗି କରାଯାଇ ଥିଲା। ପୂଜକ ମଳୟ କର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର କାହାଳୀ ଟିକନ୍ ବେହେରା ମନ୍ଦିରର ଜିମା ଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ନୃସିଂହ ଜନ୍ମ ଉତ୍ସବ ପାଳନ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *