Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ତାରିଣୀ ଙ୍କ ପିଠରେ ମୀନ ସଂକ୍ରାନ୍ତି ଉପଲକ୍ଷେ ମା, ଙ୍କ ର ବିଶେଷ ପୂଜା ଅନୁଷ୍ଠିତ

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୧୪/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗାନ୍ଧୀ ମନ୍ଦିର ରୋଡ ରେ ଥିବା ମା ତାରିଣୀ ଙ୍କ ପିଠରେ ମୀନ ସଂକ୍ରାନ୍ତି ଉପଲକ୍ଷେ ମା, ଙ୍କ ର ବିଶେଷ ପୂଜା ଅନୁଷ୍ଠିତ ହୋଇଛି। ପ୍ରାତଃ ମଙ୍ଗଳ ଆଳତି ମହୀ ସ୍ନାନ, ନୂତନ ବସ୍ତ୍ର ପରିଧାନ ବିଭିନ୍ନ ଫୁଲ ହାର, ଧୂପ, ଦୀପ, ଫଳ ଫୁଲ ଓ ଭୋଗ ପ୍ରଦାନ କରାଯାଇ ମଧ୍ୟାହ୍ନ ହୋମ ଯଜ୍ଞ ଆନ୍ନ ଭୋଗ ସନ୍ଧ୍ୟା ଆଳତି ପ୍ରଦାନ କରାଯାଇଥିଲା।