Spread the love

ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ଅଟକ: ବିମାନ ଭିତରୁ କକରୋଚ୍ ଜନତା ପାର୍ଟିର ନେତାଙ୍କୁ ଉଠାଇଲା ପୋଲିସ

​ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ସିଧାସଳଖ ପୋଲିସ ହେପାଜତକୁ ନିଆଯାଇଛି। ବିମାନ ଭିତରେ ହିଁ ପୋଲିସ ସେମାନଙ୍କୁ ଅଟକ ରଖି ଥାନାକୁ ନେଇଥିବା ଜଣାପଡ଼ିଛି। ଏହି ସମୟର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *