ଆଜି ଢ଼େଙ୍କାନାଳ ରେ ପ୍ରସିଦ୍ଧ ଦୋଳ ମେଲଣ ବିମାନ ଗୁଡ଼ିକ ସୁସଜ୍ଜିତ ପାଲିଙ୍କି ରେ ମଶାଲ, ଛତ୍ରୀ, ଘଣ୍ଟ , ବାଦ୍ୟ ଓ ରୋଷଣୀ ଦ୍ଵାର ରାଧା କୃଷ୍ଣ ବଜାର ଦୋଳ ଭାଡ଼ି ପରିକ୍ରମା କରି ମେଣ୍ଢା ଗୁହାଳ ରେ ଅଗ୍ନି ଲଗାଇ ଚାରିପଟେ ପରିକ୍ରମା କରି ମନ୍ଦିରକୁ ଫେରି ଯାଆନ୍ତି।