Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନକଲି ପୋଲିସ କନେଷ୍ଟବଳ ଗିରଫ 

 

ଜେ ବି ଏନ, ୦୭/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ରେ ନକଲି କନେଷ୍ଟବଳ ଗିରଫ l ଆଜି ବୈଦ୍ୟନାଥ ପୋଲିସ ଷ୍ଟେଟବ୍ୟାଙ୍କ ରୋଡ ଠାରେ ପୋଲିସ କନେଷ୍ଟବଳ କହି ସାଧାରଣ ଜନତାଙ୍କ ଠାରୁ ପଇସା ଆଦାୟ କରୁଥିବା ସମୟରେ ବୈଦ୍ୟନାଥପୁର ପୋଲିସ କୁମାରୀ ଗ୍ରାମ ର ଅରୁଣ ନାୟକ ଙ୍କୁ ଗିରଫ କରିଛନ୍ତି l