Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନହରଣା ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟନ ଓ ଧାନ ସଂଗ୍ରହ 

 

୧୯/୦୧/୨୦୨୧, (ବ୍ୟୁରୋ ରିପୋର୍ଟ, JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ନହରଣା ସେବା ସମବାୟ ସମିତି ପକ୍ଷରୁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି !ଏହି ଉପଲକ୍ଷେ ସମବାୟ ସମିତି ସମ୍ପାଦକ ବିହାରୀ ବିଶ୍ୱାଳ ଧାନ ମଣ୍ଡି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ !ଏହି ଉଦଘାଟନ ଉଛବ ରେ ସମବାୟ ସମିତି ସଦସ୍ୟ, ଚାଷୀ, ବୁଦ୍ଧିଜୀବୀ ଉପସ୍ଥିତି ଥିଲେ !