ନୟାଗଡ଼ରେ ବୋମାମାଡ଼
ନୟାଗଡ଼: ନୟାଗଡ଼ ଟାଉନ ଥାନା ଶୂଳିଆ ଗାଁରେ ବୋମାମାଡ଼ ହୋଇଛି। ଡକାୟତଙ୍କ ବୋମାମାଡ଼ରେ ତିନି ଜଣ ଆହତ ହୋଇଛନ୍ତି। ଜଣେ ଡକାୟତକୁ କାବୁ କରି ମାଡ଼ ମାରିଲେ ସ୍ଥାନୀୟ ଲୋକେ। ଅନ୍ୟ ୪ ଡକାୟତ ଖସି ପଳାଇଥିବା ସୂଚନା।