Spread the love

ପାର୍ବତୀ ପରିଡ଼ାଙ୍କ ଏକା ଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଯାଜପୁର – ବିଂଝାରପୁର ବ୍ଳକ ଅନ୍ତର୍ଗତ ଚକରପୁର ଠାରେ ବିଶିଷ୍ଟ ସମାଜସେବୀକା ତଥା ପରୋପକାରୀ ପାର୍ବତୀ ପରିଡାଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସଭବନରେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାମଲ,ପ୍ରବୋଧ କୁମାର ସାମଲ, ପୁରୁଷୋତ୍ତମ ରଥ, ପଣ୍ଡିତ ବଟକୃଷ୍ଣ ପଣ୍ଡା,ସରୋଜ କୁମାର ମଲ୍ଲୀକ, ଗୁଣନିଧି ଦାଶ, ଗୋପିନାଥ ନାଶ, ପୃର୍ବତନ ସରପଞ ଅଟଳ ବିହାରୀ ନାୟକ, ଗଣେଶ ଚନ୍ଦ୍ର ସାମଲ,ଲଳିତ କୁମାର ରାଉତ,ସୁରଭି ପରିଡ଼ା,ସୁପ୍ରଭା ପରିଡ଼ା, ରତିକାନ୍ତ ସାମଲ, ପ୍ରଫୁଲ୍ଲ ଚନ୍ଦ୍ର ସାମଲ,ନିର୍ମଳ ଚନ୍ଦ୍ର ରାୟ, ବିଚିତ୍ରା ନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଥିଲେ। କୃତଜ୍ଞତା ଜ୍ଞପନ ପ୍ରଦାନ କରିଥିଲେ ଶିକ୍ଷକ ରତିକାନ୍ତ ସାମଲ।

Leave a Reply

Your email address will not be published. Required fields are marked *