Spread the love

ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ଜବତ ସହ ତିନି ଅଭିଯୁକ୍ତ ଗିରଫ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢୀ ଥାନା ଅନ୍ତର୍ଗତ ରେ ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ସହ ତିନି ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ରଗୁଢ଼ୀ ଥାନା ଅନ୍ତର୍ଗତ ଫାରମ୍ ସାହି ର କିଛି ଲୋକ କୁଟୁରା ମାଂସ ଶିକାର କରିଥିବା ଖବର ପାଇ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ଉ କରି ଟାଙ୍ଗିଆ ଓ କୁଟୁରା ମାଂସ ସହ ତିନି ଅଭିଯୁକ୍ତ ମାଟୁରା ମୁଣ୍ଡା, ରଥ ମୁଣ୍ଡା ଓ ଜେନା ମୁଣ୍ଡା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *