Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଜୁ ଜନତା ଦଳ ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ 

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୌମ୍ୟରଞ୍ଜନ ସତପଥୀ), କଣିହାଁ : ଆଜି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ପାଲଲହଡ଼ା ବିଧାୟକ ମୁକେଶ ପାଲ ଯୋଗ ଦେଇଛନ୍ତି l

ମାନନୀୟ ବିଧାୟକ ମୁକେଶ ପାଲ୍ ମହୋଦୟ ବିଜୁ ଜନତା ଦଳ ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟାନ ବିଷୟରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମ କଣିହାଁ ବ୍ଲକ ଅନ୍ତର୍ଗତ ସମଲର ଚକ୍ରଶିଲା ମନ୍ଦିର ରେ ଏହା ଅନୁଷ୍ଠିତ ହୋଇଥିଲା।