Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିପଦର ବନ୍ଧୁ ଗଞ୍ଜାମ ତରଫରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ 

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୧୯.୧୨.୨୦୨୦) : ସ୍ବେଛାସେବୀ ଅନୁଷ୍ଠାନ’ବିପଦର ବନ୍ଧୁ’ ଗଂଜାମ ସଦସ୍ୟଙ୍କ ଦ୍ୱାରା ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗରଗାଁ ପଂଚାୟତର ବୋରିଆ ସାହି, କୁମ୍ଭାରଗାଁ ଓ କୋଦଳା ଅଂଚଳରେ ୪୦ ରୁ ଅଧିକ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତ ରୁ ରକ୍ଷା ପାଇଁ କମଳ ବଣ୍ଟନ କରାଯାଇଥିଲା। ଉକ୍ତ ସଂଗଠନ ପକ୍ଷରୁ ବିଶ୍ଵାମିତ୍ର ତ୍ରିପାଠୀ, ତ୍ରିନାଥ ପ୍ରଧାନ, ଗୌରହରି ପଲେଇ,ସନ୍ତୋଷପଲେଇ, ବନବାସ ପଲେଇ, ରବି ବିଶ୍ୱାଳ, ରବିନ୍ଦ୍ର ସ୍ୱାଇଁ, ବିପ୍ର ଚରଣ ସାହୁ, ଶ୍ରୀ ଗଣେଶ ମହାପାତ୍ର, ଦିଲ୍ଲୀପ ସ୍ୱାଇଁ, ବିଭୂତି ପ୍ରଧାନ, ଜଗବନ୍ଧୁ ସାହୁ, ନାରାୟଣ ମହାରଣା, ନାରାୟଣ ବିଶ୍ଵାଳ, ଯୁବ ସାମ୍ବାଦିକ ଗୌତ୍ତମବୁଦ୍ଧ ମହାପାତ୍ର, ଙ୍କ ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ମହତ କାର୍ଯ୍ୟରେ ସାମିଲ ଥିଲେ ।