Spread the love

ଢେଙ୍କାନାଳ: ଭାଗୀରଥି ସାଗର କୁଳ ରେ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ୨୧ ଦିନ ଚାଲୁଥିବା ବେଳେ ଶେଷ ପାଞ୍ଚ ଦିନ ବିଭିନ୍ନ ପ୍ରକାରର ବେଶ ଅନୁଷ୍ଠିତ ହୋଇଥାଏ। ଆଜି ଦ୍ଵିତୀୟ ଦିନ ରେ ଭକ୍ତଙ୍କୁ ବତ୍ସା ହରଣ ବେଶରେ ମଦନ ମୋହନ ଦର୍ଶନ ଦେଉଛନ୍ତି। ପୂଜକ ଶିବତ୍ସ ମିଶ୍ର, ପାଳିଆ ସେବକ ନିର୍ମଳ ମହାନ୍ତି, ବାବାଜୀ ମହାପାତ୍ର,କହାଳିଆ ଟିକନ୍ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *