Spread the love

ଭୁବନେଶ୍ୱର: ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ନିର୍ବାଚନ ଫଳାଫଳ ପୂର୍ବରୁ ଦିନିକିଆ ଓଡିଶା ଗସ୍ତ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଗୌହାଟୀ ଫେରିଯିବେ । ପୱନ ଖେଡାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ହିମନ୍ତ । କହିଲେ, ମୋ ପାଖରେ କିମ୍ବା ମୋ ପରିବାର ପାଖରେ କୌଣସି ଗୋଲଡେନ ଭିସା ନାହିଁ ।

Leave a Reply

Your email address will not be published. Required fields are marked *