Spread the love

ମୃତ ପ୍ରିୟାଂଶୁଙ୍କୁ ନ୍ୟାୟ ପାଇଁ. ନ୍ୟାୟ ଦାବୀ କରିଲା ମାରୱାଡି ସାମାଜ

ପ୍ରିୟାଂଶୁ ବଜାଜ ହତ୍ୟା କାଣ୍ଡ କୁ 36 ଦିନ ହୋଇଗଲାଣି, ଅପରାଧିଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରିପାରୁ ନାହିଁ, ମୃତ ପ୍ରିୟାଂଶୁ ଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଅପରାଧିଙ୍କୁ ଧରିବାରେ ପୁଲିସ ସଫଳ ହୋଇ ପାରୁ ନାହିଁ, ଏହାର ନ୍ୟାୟ ଦାବୀ ରେ କଟକ ମାରୱାଡି ସାମାଜ ଦାବୀ କରିଛି, ଆଜିର ସାମ୍ବାଦିକ ସମିଳନୀରେ ପରିବାର ପକ୍ଷରୁ ସୂଚନା ଦିଆଯାଇଛି, 8 ଜାନୁଆରୀ 2025,କଟକ ସେକ୍ଟର 10 ସ୍ଥିତ ତାଙ୍କ ଶସୁର ଘରେ ପ୍ରିୟାଂଶୁ ବଜାଜଙ୍କ ରହସ୍ୟମୟ ଓ ଦୁଃଖଦ ମୃତ୍ୟୁକୁ 36 ଦିନ ହୋଇଗଲାଣି, ମୁଖ୍ୟ ଅପରାଧି ଦୀପକ ଅଗ୍ରୱାଲ, ଏବଂ ତାଙ୍କ ସ୍ତ୍ରୀ ଲିଲି ଅଗରୱାଲ ଫେରାର ଅଛନ୍ତି, ପୁଲିସ ସେମାନଙ୍କ ବିଷୟରେ କୌଣସି ସୁରlକ ପାଇପlରି ନାହିଁ, ପୁଲିସ୍ ଠିକ୍ ଭାବରେ ତଦନ୍ତ ନ କରିବା, ଏ ପର୍ଯ୍ୟନ୍ତ କେହି ଧରାପଡି ନାହାନ୍ତି ନl ଚାର୍ଜ ସିଟ ଦାଖଲ କରାଯାଇଛି, ଏପରି ପରିସ୍ଥିତିରେ ପୁଲିସର ବିଶ୍ବାସନିୟତା ଉପରେ ପ୍ରଶ୍ନବାଚୀ ହୋଇଛି, ସମଗ୍ର୍ ମାରୱାଡି ସାମାଜ ପ୍ରିୟାଂଶୁ ବଜାଜ ହତ୍ୟା ମାମଲାରେ ତଦନ୍ତ ସିବିଆଇ ଦ୍ଵାରା କରାଯାଉ ବୋଲି ଦାବୀ କରୁଛି।

Leave a Reply

Your email address will not be published. Required fields are marked *