Spread the love

ମୋନେଟ୍ କମ୍ପାନୀ ସମ୍ମୁଖରେ ଜମିହରା କର୍ମଚାରୀ ମାନଙ୍କ ଧାରଣା

ଅନୁଗୋଳ ଜିଲ୍ଲା ନିଶା ଇଣ୍ଡଷ୍ଟିଆଲ୍ ଥାନା ଅନ୍ତର୍ଗତ ମୋନେଟ୍ କମ୍ପାନୀ କିଛି ବର୍ଷ ତଳେ ମାଳିବ୍ରାହ୍ମଣୀ ଗ୍ରାମକୁ ବିସ୍ଥାପିତ କରିଥିବା ବେଳେ କିଛି ବର୍ଷ କମ୍ପାନୀ ଚାଲିଥିଲା। କମ୍ପାନୀ ବନ୍ଦ ହୋଇଯାଇଥିବା ବେଳେ ଜମିହରା ପ୍ରଜା ବକେୟା ଦରମା ପାଇନଥିବା ରୁ ମୋନେଟ୍ କମ୍ପାନୀକୁ ଜିନ୍ଦଲ କମ୍ପାନୀ କିଣି ସାରିଛି। ଏଥିସହ କ୍ଷତିଗ୍ରସ୍ତ ପ୍ରଜା ମାନେ ବକେୟା ଦରମା ଓ ନିଯୁକ୍ତି ଦାବିରେ ଆଜି ମୋନେଟ୍ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ବସିଛନ୍ତି।

By

Leave a Reply

Your email address will not be published. Required fields are marked *