Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
(ଜେ ବି ଏନ) ୨୬/୧୨ /୨୦୨୦ ଢେଙ୍କାନାଳ : ଢେଙ୍କାନାଳ ମୀନା ବଜାର ସ୍ଥିତ ସାଇ ଟେଲିପଏଣ୍ଟ ଢେଙ୍କାନାଳ ପ୍ରଥମ ଥର ପାଇଁ ରିଏଲମି ଏବ୍ଂ ଏମ୍ ଆଇ ମୋବାଇଲ ର କୋମ୍ବୋ ଷ୍ଟୋର, ଶ୍ରୀ ଯୁକ୍ତ ସମୀର କୁମାର ଦଲେଇ ଉପଖଣ୍ଡ ଅଧିକାରୀ ବି. ଏସ୍. ଏନ୍. ଏଲ୍ ବାଙ୍କୀ ଏବ୍ଂ ଶ୍ରୀ ଯୁକ୍ତ ଜ୍ୟୋତି ରଞ୍ଜନ ସାମଲ ଆଇନ୍ ଯିବି ଓଡିଶା ହାଇ କୋର୍ଟ କର କମଳରେ ଉଦଘାଟନ ହୋଇଯାଇଛି। ଏଠାରେ ଗ୍ରାହକ ମାନଙ୍କର ଆବଶ୍ୟକତା ର ଦୃଷ୍ଟି ରେ ରଖି ସମସ୍ତ ବ୍ରାଣ୍ଡ ର ମୋବାଇଲ ଆସୋସରିଜ ଏବ୍ଂ ମୋବାଇଲ ର ସର୍ବିସିଂ ସହଲ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା କୁ ଯାଉଅଛି। ଆଜି ର ଉଦଘାଟନ ଉତ୍ସବରେ ଗ୍ରାହକ ମାନଙ୍କ ପାଇଁ ଆକର୍ଷଣ ଉପହାର ବ୍ୟବସ୍ଥା କରାଯାଇଥିଲା।
Post Views: 3
Post navigation