ଯାଜପୁର କଳିଙ୍ଗନଗର ଟାଟା କାରଖାନା ର ସମସ୍ତ ଫାଟକ ବନ୍ଦ କଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ କଳିଙ୍ଗନଗର LLDP YOYTH EKATA MIISSION ମଞ୍ଚ। ସୂଚନା ମୁତାବକ କଳିଙ୍ଗନଗର ଟାଟା କାରଖାନା ନିର୍ମାଣ ପାଇଁ ଆଦିବାସୀ ଙ୍କୁ ଯେଉଁ ପ୍ରତି ସ୍ମୃତି ଦେଇଥିଲେ ଟାଟା କତ୍ତୃପକ୍ଷ ତାହ ପୁରଣ
କଲେ ନାହିଁ। ଏବଂ ପୁରାଣ ପରିବର୍ତ୍ତେ ଭାରତୀୟ ଜବାନ ଲାଦୁରାମ କାଲୁଣ୍ଡିଆ ଙ୍କ ପତ୍ନୀ ଙ୍କୁ ଅସଦାଚରଣ କରିଥିଲେ ଟାଟା କାରଖାନା କର୍ମଚାରୀ। ସେଥିପାଇଁ ଆଜି କଳିଙ୍ଗନଗର ଜମିହରା LLDP YOYTH EKATA MIISSION ମଞ୍ଚ ଅନିର୍ଦ୍ଦିଷ୍ଟ କାଳପାଇଁ ଟାଟା କାରଖାନା ସମସ୍ତ ଫାଟକ ବନ୍ଦ କରିଥିଲେ। ହେଲେ କିଛି ସମୟ ପୂର୍ବରୁ ନିଳାଚଳ କାରଖାନା ର ମୁଖ୍ୟ ଫାଟକ ନିକଟରେ ମହିଳା ମାନେ ନିଜର ହକ ପାଇଁ ଆସି ଗେଟ୍ ସମ୍ମୁଖରେ ଆନ୍ଦୋଳନ କରିବାକୁ ଆସିଥିବା ବେଳେ ନିଳାଚଳ କାରଖାନା ର ସିସ୍କୃଟି ଗାଡ ପୋଲିସ ଉପସ୍ଥିତିରେ ମହିଳା ଙ୍କୁ ଗୋଡାଇ ଗୋଡାଇ ତଳେ ପକାଇ ମାଡ ମାରିଥିଲେ ଦେଖନ୍ତୁ ତାର ଭିଡିଓ ଭାଇରଲ ହେଉଛି।ଏଥିରୁ ଯାହା ଜଣାପଡୁଛି ଟାଟା କାରଖାନା ର ଗୁଣ୍ଡା ଗିରୀ ଚାଲିଛି ଟାଟା କମ୍ପାନୀ ମଣୀଷ ମରା କମ୍ଫାନୀ 13 ଜଣ ନିରିହ ଆଦିବାସୀ ଙ୍କୁ ଗୁଳୀକରି ଟାଟା କାରଖାନା ନିର୍ମାଣ ହୋଇଛି।ପୁଣି ଏବେ ଆଦିବାସୀ ଙ୍କ ଉପରେ ଅତ୍ୟାଚାର ଚାଲିଛି। ତେବେ କେବେ ମୋହନ ସରକାର ପଦକ୍ଷେପ ନେବେ ଆଦିବାସୀ ମହିଳା ମାନେ ନ୍ୟାୟ ପାଇବେ ଅପେକ୍ଷା।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
