{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ରଥଯାତ୍ରା ଉପଲକ୍ଷେ ଆକ୍ଟିଭ ମିଡ଼ିଆ ପକ୍ଷରୁ ମିଳିତ ସହଯୋଗରେ ରାମଖେଚୁଡ଼ି ବଂଟନ


ତାଳଚେର, ୨୭/୦୬ ଆଜି ପବିତ୍ର ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ତାଳଚେର/ଅନୁଗୋଳ ଆକ୍ଟିଭ ମିଡ଼ିଆ ସଂଘ ଆନୁକୂଲ୍ୟରେ ଅଲଓଡ଼ିଶା ହ୍ୟୁମାନ୍ ରାଇଟସ୍ ଓ ମା’ ସେବକ ସଂଘ ପକ୍ଷରୁ ରାମଖେଚୁଡ଼ି, ଥଣ୍ଡା ପାନୀୟଜଳ ଓ ଫଳରସ୍ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଭୂତି ସାହୁ, ଜିତୁ ବେହେରା ଯୋଗଦେଇ ପ୍ରସାଦ ସେବନ କରିବା ସହିତ ଉତ୍ସାହିତ କରାଇଥିଲେ । ଶ୍ରଦ୍ଧାଳୁମାନେ ଅତି ଆନନ୍ଦସହକାରେ ଏହି ପ୍ରସାଦ ସେବନ କରି ଯାତ୍ରା ପଡ଼ିଆକୁ ଆଗଭର ହୋଇଥିଲେ । ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ ଶତପଥୀ, ଦେବେନ୍ଦ୍ର ସାହୁ, ଅଲଓଡ଼ିଶା ହ୍ୟୁମାନ ରାଇଟସ୍ ସଭାପତି ଡ଼ଃ ଦେବେନ୍ଦ୍ର ସିଂହ, ମା’ସେବକ ସଂଘ କୋଷାଧ୍ୟକ୍ଷ ଗୋବିନ୍ଦ ବେହେରା, କାର୍ଯ୍ୟକାରୀ ସଭାପତି ଦିଲ୍ଳୀପ ବେହେରା, ଉପସଭାପତି ଅସ୍ମିନୀ ସିଂହ, ସୁନିଲ ବେହେରା, ଦେବେନ୍ଦ୍ର ବେହେରା, ନୋକିଆ ବେହେରା, ନିରୋଜ ବେହେରା, ଦୁଷ୍ମନ୍ତ ବେହେରା, ରିଙ୍କୁ କାଜି, ହାଡ଼ି ବେହେରା ଓ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *