{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ରାସ୍ତା ସମସ୍ୟା ନିମନ୍ତେ ଦେଇଥିବା ଦାବିପତ୍ର କାର୍ଯ୍ୟକାରୀ ନହେବାରୁ ତାଳଚେର ରେ ବସ ଚଳାଚଳ ବନ୍ଦ

ତାଳଚେର – ୨୯/୦୭/୨୫ – (ଦୁର୍ଯ୍ୟୋଧନ ପ୍ରଧାନ )- ୧୪୯ ନମ୍ବର ଜାତୀୟ ରାଜପଥ ର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିବା ଦ୍ୱାରା ବସ ଗୁଡିକ ବହୁ ଅସୁବିଧା ସମୁଖୀନ ହେଉଥିବା ରୁ ତାଳଚେର ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ। ସୂଚନା ଥାଉକି ଏହି ସଂଘ ଗତ ସାତ ଦିନ ପୂର୍ବେ ତାଳଚେର ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଅନୁଗୋଳ ଜିଲ୍ଲାପାଳଙ୍କୁ ୧୪୯ ନମ୍ବର ଜାତୀୟ ରାଜପଥର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ମରାମତି ନିମନ୍ତେ ଦେଇଥିବା ଦାବିପତ୍ର ର କୈାଣସି ସୁଫଳ ମିଳି ନଥିଲା, ଯାହା ଦ୍ୱାରା ଆଜି ବସ ମାଲିକ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚଳ ନକରିବା ନେଇ ଧର୍ମଘଟଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *