Spread the love

ଲର୍ଡସ ଟେଷ୍ଟ୍‌ର ପ୍ରଥମ ପାଳିରେ ବରାବର ସ୍ଥିତି । ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି।

୨୦୧୫ ପରେ ପ୍ରଥମ ଥର ପାଇଁ ପ୍ରଥମ ପାଳି ଟାଇ ହୋଇଛି। କେଏଲ୍ ରାହୁଲ ଶନିବାର ଶତକ କରିଥିଲେ । ଅନ୍ୟପକ୍ଷରେ ଆହତ ଥିବା ସତ୍ତ୍ବେ ଯନ୍ତ୍ରଣା ଭିତରେ ବି ଋଷଭ ପନ୍ତ୍‌ ଭଲ ବ୍ୟାଟିଂ କରିଥିଲେ।

Leave a Reply

Your email address will not be published. Required fields are marked *