Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରୋଷେଇ ଚୁଲା ରୁ ଅଗ୍ନିକାଣ୍ଡ

ପର ଚାଳ ତଳେ ପରିବାର 

 

 

ଜେ. ବି. ଏନ୍ (୧୩/୦୪ /୨୦୨୧), ରିପୋର୍ଟ, ସୁଶାନ୍ତ କୁମାର ସାମଲ, ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ନରେନ୍ଦ୍ର ପୁର୍ ଗ୍ରାମର ବାଲି ହାଟିଙ୍ଗ ରେ ଘରେ ରୋଷେଇ ଚୁଲାରେ ଅଗ୍ନି କାଣ୍ଡ ଦ୍ଵାରା ଚାରି ପରିବାର ର ଘର ସାତ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନି କାଣ୍ଡ ସ୍ଥଳରେ ଟାଟା ଷ୍ଟିଲ ବି ଏସ୍ ଏଲ୍ ପ୍ଲାଣ୍ଟ ରୁ ଦୁଇଟି ଦମ କଳ ଗାଡି ଓ ଓଡିଶା ସରକାର ଙ୍କ ଗୋଟିଏ ଗାଡି ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି କାଣ୍ଡ କୁ ଆୟତ୍ତ କରିବା ରେ ଅସଫଳ ହୋଇଛି। ଘଟଣା ସ୍ଥଳରେ ସରପଞ୍ଚ ପଙ୍କଜ ପ୍ରଧାନ, ବିଜେଡି ବ୍ଲକ ସଭାପତି ତଥା ସମାଜସେବୀ ଚିତ୍ତରଞ୍ଜନ ନାଥ ସହାୟତା ପ୍ରଦାନ କରିବା ସହ କ୍ଷତି ଗ୍ରସ୍ତ ପ୍ରଜାଙ୍କୁ ସରକାରୀ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।