Spread the love

ଶ୍ରୀଧର ପାତ୍ର ସ୍କୁତି ସଂସଦ ପକ୍ଷରୁ ଚତୁର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ପ୍ରତିଭା ସମ୍ମାନ ମହୋତ୍ସବ ଅନୁଷ୍ଠିତ

ଆଳି ____ ଆଳି ବ୍ଳକ ଅନ୍ତର୍ଗତ ଗିରିବନ୍ଧ ଠାରେ ଶ୍ରୀଧର ପାତ୍ର ସ୍କୁତି ସଂସଦ ପକ୍ଷରୁ ଚତୁର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ପ୍ରତିଭା ସମ୍ମାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସାହିତ୍ୟକ ତଥା ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ବ୍ରହ୍ମାନନ୍ଦ ବେହେରା। ଅତିଥି ମାନଙ୍କୁ ମଞକୁ ଆବାହନ କରିଥିଲେ କରୁଣାକର

ସାମଲ,ସ୍କୁତିସସଦର ମୁଖ୍ୟ ପ୍ରାକ୍ତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ର,ସଯୋଜକ ଧନେଶ୍ୱର ରାଉତ, ସମ୍ପାଦକ ପ୍ରାକ୍ତନ ଶିକ୍ଷା ଅନୁ ନିରୀକ୍ଷକ ନରହରି ପାତ୍ର,ପ୍ରଥମେ ଆଧ୍ୟାତ୍ମିକ ଆଲୋଚନା ହୋଇଥିଲା ପୁରୁଷାର୍ଥର ନୂଆ ସିଦ୍ଧାନ୍ତ ଉପରେ ଆଲୋକପାତ କରିଥିଲେ ମାତୃସାଧକ ପ୍ରଫେସର ଭବେଶ ଚନ୍ଦ୍ର ସାହୁ। ଧନ୍ୟବାଦ୍ ଅପଣ କରିଥିଲେ ଅକ୍ଷୟ କୁମାର ପଣ୍ଡା । ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ ବ୍ରହ୍ମାନନ୍ଦ ବେହେରା,ବଳରାମ ଦାଶ, ସୁସ୍ମିତା ମଲ୍ଲିକ,ସଙ୍ଗିତା ପାତ୍ର,ସୁପ୍ରଭା ସାମଲ,ସ୍ବାଧିନ କୁମାର ବେହେରା,ସୁଶ୍ରୀ ବର୍ଷା ସେନାପତି,ରିଚି ମିଲନ ପାତ୍ର,ସୁଶ୍ରୀ ସସ୍ମିତା ସାମଲ,ଶୁଭଶ୍ରୀ ସାହୁ ପ୍ରମଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *