Spread the love

ଶ୍ରୀ ଶ୍ରୀ ଧନଲକ୍ଷ୍ମୀ ଙ୍କର ପ୍ରତିଷ୍ଠା ଉତ୍ସବ

ଅଦ୍ୟତା -୪-୦୭- ଢେଙ୍କାନାଳ ଜବାହାର ଚୌକ୍ ସ୍ଥିତ ପୂଜାମଣ୍ଡପ ସ୍ଥିତ ଶ୍ରୀ ଶ୍ରୀ ଧନଲକ୍ଷ୍ମୀ ଙ୍କର ପ୍ରତିଷ୍ଠା ଉତ୍ସବ ମହାସମାହାର ରେ ପାଳିତ ହୋଇ ଯାଇଅଛି ନୀତିକାନ୍ତି ପୂଜା ସହ ଷୋଡଶ ଉପଚାର ରେ ଅତି ଆଡମ୍ବର ସହ ମା ମହାଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇ ଅଛି ବିଭିର୍ନ ପ୍ରକାର କାକର ପୁଳି ପିଠା ଖିରି ମିଠା ଆଦି ୧୩ ପ୍ରକାର ଫଳ ମୂଳ ଆଦି ମା ଙ୍କ ପୂଜା ପ୍ରତିଷ୍ଠା ରେ ମା ଙ୍କ ପାଖରେ ଲାଗିଥିଲା ପୂଜକ- ଲିଙ୍ଗରାଜ ପତି ଶର୍ମା କର୍ତା-ଦିପକ୍ କୁମାର ଦାସ କର୍ତ୍ତୀ- ଅଳ୍ପନା ଦାସ ସଭାପତି-ଅଶୋକ କୁମାର ସ୍ୱାଇଁ ସମ୍ପାଦକ-ନବିନ୍ ଦଳେଇ ଚେୟାର ମ୍ୟାନ- ନବୀନ ଚନ୍ଦ୍ର ନାରାୟଣ ଦାସ ଏବଂ ଜବାହର ଚୌକ୍ ର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତି ରେ ମାଁ ଧନଲକ୍ଷ୍ମୀ ଙ୍କର ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା ଆଗୁରୁ ମା ଅନ୍ୟ ଏକ ସ୍ଥାନ କୁ ସ୍ଥାନାନ୍ତରିତ କରି ପୂଜା କରାଯାଉଥିଲା ଆଜିଠାରୁ ମା ତାଙ୍କ ପୁନଃ ନିଜ ସ୍ଥାନ କୁ ଫେରି ସବୁଦିନ ପାଇଁ ପୁଣି ପୂଜା ପାଇବେ…

Leave a Reply

Your email address will not be published. Required fields are marked *