Spread the love

ଶ୍ରୀ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଓ ସତସଙ୍ଗ ଅନୁଷ୍ଠିତ

_ ସ୍ଥାନୀୟ ମଧୁବନ ଗ୍ରାମର ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଏକ ବିଶେଷ ଦିବ୍ୟ ପାଦୁକା ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି ଦିବ୍ୟ ପାଦୁକା ଯାତ୍ରା ଜାନୁଆରୀ ରୁ ଆରମ୍ଭ ହୋଇ ୨୦୨୬ ରେ ଶେଷଦେବ ।ଏହା ସାରା ଓଡ଼ିଶାରେ ପରିଭ୍ରମଣ ସହିତ ସତସଙ୍ଗ ଓ ଗଛଲଗେଇବା ସହିତ ସ୍ଵାସ୍ଥ୍ୟ ଶିବୀର ଅନୁଷ୍ଠିତ ହେଉଛି।ମଧୁବନ ଗ୍ରାମରେ ଏହି ଶ୍ରୀ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଓ ସତସଙ୍ଗ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସତସଙ୍ଗି ପ୍ରେମୀ ଯୋଗଦେଇଥିଲେ ।ଓ ଅନ୍ନ ଭୋଜନ ପ୍ରସାଦ ସେବନ କରିଥିଲେ।ଏସମସ୍ତ କାର୍ଯ୍ୟକ୍ରମକୁ ମଧୁବନ ସାଇ ଟ୍ରଷ୍ଟ ଓ ବିଶିଷ୍ଟ ସମାଜସେବୀ ସୁକାନ୍ତ କୁମାର ରାଉତଙ୍କ ପକ୍ଷରୁ ସହଯୋଗ କରାଯାଇଥିଲା।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *