Spread the love

ସମ୍ବଲପୁର ଜିଲ୍ଲା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ଆଙ୍ଗନ କା ଉତ୍ସବ ୨୦୨୬ ପାଳିତ ହୋଇଯାଇଛି। ସମ୍ବଲପୁର ଜିଲ୍ଳା ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ତିନିଦିନ ଧରି ପାଳିତ ହୋଇଯାଇଥିବା ବେଳେ ଠିକ୍ ସେହି ପରି ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ, ଫାସିମାଲ୍ ପଞ୍ଚାୟତ, ଗରିଆ ବାହାଲ, ଅଙ୍ଗନବାଡି କେନ୍ଦ୍ରରେ ଏହି ଆଙ୍ଗନ କା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ସୁପ୍ରଭା ପଟେଲ ଙ୍କ ସଭାପତିତ୍ବରେ, ଆଶା ଦିଦି ପ୍ରୀୟମ୍ମଦା ପଟେଲ,ସହକର୍ମୀ ତରୁଲତା ପଶାୟତ, ନାୟକ୍ ସରପଞ୍ଚ ମୁକେଶ ନାୟକ ଉପସ୍ଥିତ ରହି ସମସ୍ତ ଅଭିଭାବବଙ୍କୁ ଉପୋଧୋକନ୍ ଓ ପୁଷ୍ପଗୁଚ୍ଛ ଦେଇ ଅଙ୍ଗନବାଡ଼ି ଦିଦି,ଆଶା ଦିଦି ଓ ସହାୟକା ଓ ରିସିପି ବାପା ମାନଙ୍କର ପ୍ରଥମ ତନୟ କୁମୁରା, ଦ୍ୱିତୀୟ ସାଗର ନିଖାଣ୍ଡିଆ,ତୃତୀୟ ସୁନୀଲ ବରିହା,ସାମ୍ବାଦିକ ନରେନ୍ଦ୍ର ସାହୁ ପୁଷ୍ପଗୁଚ୍ଛ, ଉପଢୋକାନ ଦେଇ ହରମୋହନ ପଟେଲ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଗରିଆ ବାହାଲ୍ ର ସମସ୍ତ ବେନେପିଶିଆରି କିଶୋର କିଶୋରୀ ବାଳକ ବାଳିକା ମାନଙ୍କ ପାଇଁ ଭୋଜନ ର ବ୍ୟବସ୍ତା କରାଯାଇଥିଲା। ଫାସିମାଲ ସେକ୍ଟର ସୁପର ଭାଇଜର କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ହରମୋହନ ପଟେଲ ଧନ୍ୟବାଦ୍ ଜଣାଇଥିଲେ। ସମ୍ବଲପୁର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ସାହୁ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *