Spread the love

ସରକାରୀ ଖୁଚୁରା ବଣ୍ଟନରେ ଅନିୟମିତତା ଓ ଦୁର୍ବ୍ୟବହାର
ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଲେ

କଟକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଲେ ନିଆଳି ଅଲଣା ଗ୍ରାମପଞ୍ଚାୟତ ରାସନକାର୍ଡ ହିତାଧିକାରୀ, ଏହି ଗ୍ରାମପଞ୍ଚାୟତର ସରକାରୀ ଖାଉଟି ସାମଗ୍ରୀ ବଣ୍ଟନ କରିବା ପାଇଁ ଦାୟିତ୍ବରେ ଥିବା ସ୍ଵୟଂ ସହାୟିକl ଗୋଷ୍ଠୀ ମା କ୍ଷେତ୍ରପାଲ WSHG ସମ୍ପାଦକ ଆରତୀ ଭୂୟାଁ ଅନେକ ବର୍ଷ ଧରି ରାସନ ସାମଗ୍ରି ବାଣ୍ଟିବାରେ ଅବ୍ୟବସ୍ଥା ଯଥା
ସମସ୍ତ ହିତାଧିକାରୀ କାର୍ଡର ପ୍ରତି ମାସରେ 4 ରୁ 5 କେଜି ଚାଉଳ କାଟିବା ସହିତ କେଉଁ ମାସରେ ରାସନ ସାମଗ୍ରି ଦିଅନ୍ତି ଓ କେଉଁ ମାସରେ ଦିଅନ୍ତି ନାହିଁ, ସବୁବେଳେ ହିତାଧିକାରୀମାନଙ୍କୁ ଦୁର୍ବ୍ୟବହାର କରିବା ତଥା ମୋର କେହି କିଛି କରିପାରିବେ ନାହିଁ ବୋଲି ଧମକ ଦେଉଛନ୍ତି ତେଣୁ ଆମ୍ଭେ ମାନେ ଏକ ଲିଖିତ ଆକାରରେ କଟକ ଜିଲାପାଳ ତଥା ସି ଏସ୍ ଓ ଙ୍କୁ ଗତ 4 ତାରିଖରେ ଜଣାଇଥିଲୁ ,ଆମର ଦାବି ହେଉଛି ଆରତୀ ଭୂୟାଁ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ତତ୍ ସହିତ ସରକାରୀ ସାମଗ୍ରି ବଣ୍ଟନ
ପାଇଁ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ କୁ ସରକାରୀ ଲାଇସେନ୍ସ ଦିଆଯାଉ,

Leave a Reply

Your email address will not be published. Required fields are marked *