Spread the love

ଢେଙ୍କାନାଳ ଆନନ୍ଦ ବଜାର ଠାରେ ସାବିତ୍ରୀ ବ୍ରତ ପାଳନ ପାଇଁ ଚୁଡ଼ି, ବ୍ରତ, ସାଲୁ କନା, କଉଡ଼ି, କାଠ ପିଢ଼ା, କାଠ ପାନିଆ, କାଠ କଣ୍ଢେଇ,ସିନ୍ଦୂର ଆଦି ପସରା ମେଲିଛି। ମାଲିକ ଜିତୁ ପାତ୍ର କହିଛନ୍ତି ୧୨ ବର୍ଷ ହେବ ଏହି ବ୍ୟବସାୟ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *