(ଜେ ବି ଏନ) ୨୫/୧୨/୨୦୨୦ ଢେଙ୍କାନାଳ : ନନ୍ଦିଘୋଷ ଟିଭି ସାମ୍ବାଦିକ ଙ୍କୁ ମାଡ଼ ର ପ୍ରତିବାଦ ରେ ଢେ଼ଙ୍କାନାଳ ସାମ୍ବାଦିକ ସମୂହ ତରଫ ରୁ ସାମ୍ବାଦିକ ବୈଠକ ରେ ଘଟଣା କୁ ନିନ୍ଦା ସହ ଆସନ୍ତା ସୋମବାର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ।