Spread the love

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ, ସ୍ନାନ, ବସ୍ତ୍ର, ଫୁଲ ହାର, ତୁଳସୀ ହାର, ବଲ୍ଲଭ ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ ମଧ୍ୟାହ୍ନ ଅନ୍ନ ଭୋଗ, ସନ୍ଧ୍ୟା ବେଳେ ଆଳତୀ, ରାତ୍ର ଧୂପ ପରେ ପହଡ଼ ପଡ଼ିବ। ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା ।ପୂଜକ ମନସୁମନ ମିଶ୍ର, ସିବଶ୍ଚ ମିଶ୍ର, ମଲୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ଏହି କାର୍ତ୍ତିକ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *