Spread the love

ସୁକିନ୍ଦା ଶିଳ୍ପ ମହୋତ୍ସବର ଲୋଗୋ ଉନ୍ମୋଚିତ କଲେ ମନ୍ତ୍ରୀ ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ତେଲିବାହାଳି ସ୍ଥିତ ମହାପାଟ ପଡ଼ିଆ ଠାରେ ସୁକିନ୍ଦା ଶିଳ୍ପ ମହୋତ୍ସବର ଲୋଗୋ ଉନ୍ମୋଚିତ କଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣା ଜେନା, କଳିଙ୍ଗନଗରର ଅତିରିକ୍ତ ଏସପି , ଦାନଗଦି ବିଡିଓ, ତହସିଲଦାର, ମନ୍ତ୍ରୀଙ୍କ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *