Spread the love

ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ 18 ତମ ବାର୍ଷିକ ଉତ୍ସବ ପାଳିତ l

ଢେଙ୍କାନାଳ 17/1/2026 – ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ନିକଟସ୍ଥ କନ୍ଦରସିଂହା ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ 18 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ଶ୍ରୀଯୁକ୍ତ ବିଭୁତିଭୂଷଣ ପ୍ରଧାନ ଓ ସମ୍ମାନିତ ଅତିଥି ମାନ୍ୟବର ଅମୀୟ କୁମାର ଧଳ, ଅଧ୍ୟକ୍ଷା ପର୍ଜଙ୍ଗ ବ୍ଲକ ଶ୍ରୀମତୀ ଯଶସ୍ୱନି ରାଉତ ଓ ମୁଖ୍ୟଵକ୍ତା ଶ୍ରୀଯୁକ୍ତ ହେମନ୍ତ ପାଣି ଗ୍ରାହୀ, ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋଧୁନି ଡାନ୍ସ କର ଓ ଗ୍ରାଫର ମିଷ୍ଟର ନିର୍ମଳ କୁମାର ଦାସ, ସହଯୋଗୀ ଦିଗାମ୍ବର ନାୟକ ଓ ମ୍ୟୁଜିକ ମାଷ୍ଟର ଛବିଭାଇ ଏହି ଅଠର ତମ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ l ଓ କନ୍ଦରସିଂହା ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ କୃତିବାସ ମୁଦୁଲି ଓ ପ୍ରଧାନଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଜେନା, ଜୋଶ୍ନାମୟୀ ପ୍ରଧାନ, ଅର୍ଚନା ସାହୁ, ମୋନାଲିସା ସାହୁ, ରଶ୍ମିତା ବିଶ୍ୱାଳ, କଳ୍ପନା ସାହୁ, ଶୁଭଶ୍ରୀ ସାହୁ, ପିଙ୍କି ବିଶ୍ୱାଳ, ଅଞ୍ଜଳି ସାହୁ ବିନୋଦିନୀ ନାୟକ, ଶିବାନୀ ସାହୁ, ହରପ୍ରିୟା ଦାସ, ମିତାଲି ସେଠି, କରୁଣାକର ଥମ୍ବ, ଓ ଲିଜେନ୍ଦ୍ର ପ୍ରଧାନ ଙ୍କ ଆନୁକୂଲ୍ୟରେ ବିଭିର୍ନ ପ୍ରକାର ର ନାଚ ଗୀତ ଖେଳ ଉତ୍ସବ ପାଳିତ ଅନୁଷ୍ଠିତ ହୋଇଯାଇଛି l ଏହି ଖେଳ, ନାଚ ଗୀତ କୁ ଅତିଥି ମାନେ ଉପଭୋଗ କରିଥିଲେ ଓ ବହୁତ ଖୁସି ହୋଇଥିଲେ l ଓ ତାଙ୍କ ହୃଦୟ ରୁ ଧନ୍ୟବାଦ ବି ଜଣାଇ ଥିଲେ l

ଢେଙ୍କାନାଳଜିଲ୍ଲା ଓଡାପଡାବ୍ଲକରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ l

Leave a Reply

Your email address will not be published. Required fields are marked *