Spread the love

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍‌ ଖୋଲା । ଡ୍ୟାମ୍‌ ବାମ ପାର୍ଶ୍ବର ୫ ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍‌ ଖୋଲା .ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ୍ ରହିଛି ।

ଡ୍ୟାମ୍‌ ଭିତରକୁ ୨,୩୩,୪୭୮ କ୍ୟୁସେକ୍ ଜଳ ପ୍ରବେଶ । ଜଳଭଣ୍ଡାରରୁ ୧,୬୧,୬୭୭ କ୍ୟୁସେକ୍ ଜଳ ନିଷ୍କାସିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର ।

Leave a Reply

Your email address will not be published. Required fields are marked *