Spread the love

୧୦ମ ଶ୍ରେଣୀ କୃତୀଛାତ୍ରଛାତ୍ରୀଙ୍କୁ ଉପଜିଲ୍ଳାପାଳ କଲେ ସମ୍ବର୍ନ୍ଧନା

ତାଳଚେର, ୧୦/୦୭ ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଳିତବର୍ଷ ୧୦ଶ୍ରେଣୀ ପରୀକ୍ଷାରେ ଏୱାନ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ତାଳଚେର ବ୍ଳକର ୭ଜଣ ଓ କଣିହାଁ ବ୍ଲକର ୪ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ନ୍ଧନା ଓ ଶୁଭେଚ୍ଛା ଉଦ୍ଦେଶ୍ୟରେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ ସମୀର କୁମାର ଜେନା ଡ଼ଅଁରା କୋଲୱ।।ସେରୀର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସିଙ୍ଗ, ତହସଲଦାର ଆଲଫାଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ସହାୟକ ଜିଲ୍ଳାପାଳ ମାନସରଞ୍ଜନ ସେଠ୍‌, ତହସିଲଦାର କଣିହାଁ ଚିନ୍ମୟ ଦାସ, ଗୋଷ୍ଠୀ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା ଓ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କ ଉପସ୍ଥିତିରେ କୃତିତ୍ୱ ଲାଭ କରିଥିବା ୧୧ଜଣ ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକ ଓ ସ୍କୁଲ ଶିକ୍ଷକଙ୍କ ଉପସ୍ଥିତିରେ ସମ୍ବନର୍ନ୍ଧନା ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତର ଉନ୍ନତି ପାଇଁ ଦିଗଦର୍ଶନ କରାଇଥିଲେ ।

Leave a Reply

Your email address will not be published. Required fields are marked *