Spread the love

୭୫ତମ ପବିତ୍ର ସମ୍ବିଧାନ ଦିବସ ଫରଙ୍ଗ ପବ୍ଲିକ ସ୍କୁଲରେ ପାଳିତ


ଗୋଲାମୁଣ୍ଡା/୨୬/୧୧/୨୪/ପ୍ରତିବର୍ଷ ଭଳି ଆଜି ମଧ୍ୟ ସାରା ଭାରତରେ ପାଳିତ ହୋଇଛି ପବିତ୍ର ସମ୍ବିଧାନ ଦିବସ, ଏହି ଅବସରରେ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଶହ ଶହ ଛାତ୍ର ଛାତ୍ରୀଙ୍କ ଗହଣରେ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅତିଥି ମାନଙ୍କ ଉପସ୍ଥିତରେ ସଂବିଧାନ ପ୍ରଣୟଣ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ଆଜି ପୁଷ୍ପ ଧୂପ ଦୀପ ପ୍ରଦାନ କରିଥିଲେ ଓ ଆଜିର ଦିବସର ଆଭିମୁଖ୍ୟ ଉପିରେ ଛୋଟ ଛୋଟ ପୁଅ ଝିଅ ମାନଙ୍କ ବୁଝି ପାରିଲା ଭଳି ସମ୍ବିଧାନ ଦିବସ ଓପରେ ଆଲୋକପାତ କରିଥିଲେ, ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ରେ ହାମାର ସମ୍ବିଧାନ ହାମାରା ସ୍ୱାଭିମାନ ବୋଲି ବୁଝାଇ ଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବରିଷ୍ଠ ଶିକ୍ଷାବିତ ସୁବାଷ ବାଗ, ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧକ୍ଷ ଉଗ୍ରସେନ ମେହେର,ସମ୍ମାନିତ ଅତିଥି ତଥା କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ଜିଲ୍ଲା ବୀୟୁର ଚିପ ରାମ କୁମାର ସେନାପତି ଙ୍କ ଦ୍ଵାରା ଅଭିଭାଷଣ ପ୍ରଦାନ କରି ଥିଲେ ଯେ ଭାରତ ସଂବିଧାନ ଆମ ସମଗ୍ର ଭାରତ ବାସୀଙ୍କ ପ୍ରାଣବାୟୁ ସଂମ୍ବିଧନ ବିନା ଆମେ ଗୋଟିଏ ମୂହୁର୍ତ୍ତ ବଂଚି ପାରିବା ନାହିଁ, ସଂବିଧାନ କୁ ସଠିକ୍ ଭାବେ ଆକାର ଦେବା ପାଇଁ ୨ବର୍ଷ ୧୧ମାସ ଓ ୧୮ଦିନ ସମୟ ଲାଗଥିଲା ବୋଲି ପ୍ରକାଶ କରିଥିଲେ, ଏହି ସମାରୋହର ଓ ଅନ୍ୟ ପକ୍ଷରେ ଶିକ୍ଷକ ମାନେ ହେଲେ ନୀତିଶ କୁମାର ନାଗ , ବୈକୁଣ୍ଠ ସୁନାନୀ, ସଂଜୟ ଦୂର୍ଗା, ଜିତୁ ତାଣ୍ଡି, ତ୍ରିଗତ ସାହୁ, ଗୀତାଞ୍ଜଳି ବେହେରା, ବନ୍ଦିତା ସା, ଓ ଗିରିଧାରୀ ନାଗ ପ୍ରମୁଖ ଙ୍କ ଦ୍ଵାରା ଆଜିର ସମାରୋହ ସମାପ୍ତ ହେଇ ଥିଲା , ଛୋଟ ଛୋଟ ପୁଅ ଝିଅ ମାନଙ୍କ ଦ୍ୱାରା ଗୀତ ଗାନ ବନ୍ଦେ ଭାରତ ମାତା ଙ୍କ ବନ୍ଦନା ପରିବେଷଣ କରିଥିଲେ, ଏହି ଅବସରରେ ଆସନ୍ତୁ ଶୁଣିବା ଶିକ୍ଷାବିତ ସୁବାଷ ବାଗ ଓ ପ୍ରିନ୍ସିପାଲଉଗ୍ରସେନ ମେହେର ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଶକ୍ତି ଟିଭି ଜିଲ୍ଲା ବିୟୂର୍ ଚିପ ରାମ କୁମାର ସେନାପତିଙ୍କ ତରଫରୁ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଥିଲେ,
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ kapurchan Sethia ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *