Spread the love

୭୬ତମ୍ ବନ ମହୋତ୍ସବ ସପ୍ତାହ୨୦୨୫, ଦଶ ପୁର ଉଚ୍ଚ ବିଦ୍ୟାଳୟରେ ପାଲିତ,
ଗୋଲାମୁଣ୍ଡା ,
ଗୋଲାମୁଣ୍ଡା/୪/୭/୨୫/ଓଡ଼ିଶା ସରକାରଙ୍କ ପକ୍ଷରୁ ମାଁ ପାଇଁ ଗଛଟିଏ ଓ ଭଉଣୀ ପାଇଁ ଗଛ ଟିଏ ନୈ ଜୁଲାଇ ମାସର ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଅଧିନରେ ୭୬ତମ୍ ବନ ମହୋତ୍ସବ ସପ୍ତାହ ପାଲିତ ହୋଇ ଆସୁଅଛି , ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ବନାଞ୍ଚଳ ଅଧିକାରି ଚିନ୍ମୟ କୁମାର ଗର୍ତିଆ ଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇ ଯାଉଛି, ଏହି ପରିପ୍ରେକ୍ଷୀରେ ଆଜି ଦଶପୁର ଭଣ୍ଡାର ଘରୁଣି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ କରା ଯାଇ ଥିଲା, ଏ ନେଇ ଦଶପୁର ଫରେଷ୍ଟର ପ୍ରଦୀପ କୁମାର ବିଶିଙ୍କ ନେତୃତ୍ବରେ ଥିବା ବେଳେ, ମୂଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଏବିଓ ଲବଣୀ କୁମାର ନାଏକ, ପ୍ରଧାନ ଶିକ୍ଷକ ମୟୂରଲାଲ ଭୋଇ ଓ ଆମ ଜଙ୍ଗଲ ଯୋଜନା ରୁ ବିକାଶ କୁମାର ତାଣ୍ଡି ଙ୍କ ଉପସ୍ଥିତରେ ବନ ମହୋତ୍ସବ ସପ୍ତାହ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀଙ୍କ ଗହଣରେ ବନ ମହୋତ୍ସବ ପାଳନ କରା ଯାଇ ଥିଲା, ଏହି ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ ମୃତ୍ୟୁଞ୍ଜୟ କବୀର, ବିଭୁତି ଭୁଷଣ ବାଗ, ମହେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର, ନିରଞ୍ଜନ ନାଇକ, ଦେବ ରାଜ ସା, ହେମନ୍ତ ରାଉତ, ରାଘବ ଭୋଇ, ଅଜୟ କୁମାର ମହାନନନ୍ଦ, ଆସିଶୀ ବାଗ ପ୍ରମୁଖ ତଥା ଧର୍ମଗଡ କୋର୍ଟପକ୍ଷରୁ ଆଇନଜୀବୀ ସୁଧୀର କୁମାର ସାହୁ , ନରୋତ୍ତମ ସାହୁ,ପ୍ରମୁଖଙ୍କ ଉପସ୍ଥିତରେ ପ୍ରତି ବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ କାହିକି ବନ ମହୋତ୍ସବ ପାଳନ କରନ୍ତି ତାହା ବିସ୍ତୃତ ଭାବେ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କ ଗହଣରେ ସରଲ ଭାବରେ ବୁଝାଇ ଥିଲେ, ଏହା ପରେ ଦଶପୁରର ମାଁ ଇଷ୍ଟ ଦେବୀଙ୍କୁ ନାଆଁରେ ଓ ହୁଲ ହୁଳି ଶବ୍ଦରେ ଜୟ ଘୋଷ ନାରା ଦେଇ ନିମ୍ବ ବୃକ୍ଷରେ ଦୀପ ପୁଷ୍ପ, ସିନ୍ଦୁର ପ୍ରଦାନ କରି ବୃକ୍ଷ ରୋପଣ କରି ଥିଲେ,ଆସନ୍ତୁ ଶୁଣିବା ଆମ ଜଙ୍ଗଲ ଯୋଜନା ରୁ ବିକାଶ କୁମାର ତାଣ୍ଡି ଓ ପ୍ରଧାନ ଶିକ୍ଷକ ମୟୁରୁ ଲାଲ ଭୋଇ ଏବଂ ଦଶ ପୁର ଫରେଷ୍ଟର, ପ୍ରଦୀପ କୁମାର ବିଷି ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ,
କଳାହାଣ୍ଡି ଜିଲ୍ଲା ଧମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ।ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *