Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସଡକ ସୁରକ୍ଷା ଜୀବନ ସୁରକ୍ଷା କାର୍ଯ୍ୟକ୍ରମ

ଜେ. ବି. ଏନ୍ (୧୭/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ ) ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ  ଭୁକ୍ତାମହାତ୍ମାଗାନ୍ଧୀ ଜୁନିଅର୍ ମହାବିଦ୍ୟାଳୟ ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ତରଫ ରୁ ସଡକ ସୁରକ୍ଷା ଜୀବନ ସୁରକ୍ଷା  ମହାବିଦ୍ୟାଳୟ ର ଅଧ୍ଯାକ୍ଷ ଶ୍ରୀଯୁକ୍ତ ଧ୍ରୁବ ଚରଣ ସା ଙ୍କ ତତ୍ଵାବଧାନରେ ରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ଙ୍କ ଉପସ୍ଥିତି ରେ ଜନବହୁଳ ରୋଡ଼ ଉପରେ ସ୍ବେଛସେବୀ ମାନେ ଗାଡ଼ି ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ୍ ଲଗାଇବା ,ନିଶାଦ୍ରବ୍ୟ ପାନ ନ କରି ଗାଡ଼ି ଚଳାଇବା ଏବଂ ଦୁର୍ଘଟଣା ରୁ କିପରି ବଞ୍ଚିବେ ସେ ଉପରେ ଅବଗତ କରାଇଥିଲେ। ମହାବିଦ୍ୟାଳୟ ବରିଷ୍ଟ ପ୍ରାଧ୍ୟାପକ ରାଜକିଶୋର ପ୍ରଧାନ, ଏନ ଏସ ଏସ ପିଓ ଅଧ୍ୟାପକ ସୁରେଶ ଭୋଇ,ଜୟନ୍ତ କୁମାର ବାରିକ,କିଶନ କୁମାର ଅଗ୍ରୱାଲ,ଜଗଦୀଶ ନାୟକ, ପ୍ରାଧ୍ୟପିକା ଦମୟନ୍ତୀ ହୋତା ,ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହି ଅଭିଯାନ କରିଥିଲେ।