ଓପିଏସ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିିବସ ପାଳିତ, ଇଚ୍ଛାଶକ୍ତିର ଅଭାବ ରହିଲେ ଆଗକୁ ବଢିହେବନି
ଓପିଏସ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିିବସ ପାଳିତ, ଇଚ୍ଛାଶକ୍ତିର ଅଭାବ ରହିଲେ ଆଗକୁ ବଢିହେବନି ଭୁବନେଶ୍ୱର(ବ୍ୟୁରୋ), ଆଜି ୧୬.୧୧. 2024 ତାରିଖ, ସମୟ ବଦଳିବା ସହ ବୈଷୟିକ ଜ୍ଞାନକୌଶଳର ପ୍ରଭାବ ବିସ୍ତାର ଯୋଗୁ ସାମ୍ବାଦିକତାରେ ଅନେକ ପରିର୍ବନ ଘଟିଛି । ସାମ୍ବାଦିକର…
