Month: November 2024

ନଭେମ୍ବର ଶେଷ ସୁଦ୍ଧା ଖାତାକୁ ଚଢିବ ସୁଭଦ୍ରା ଟଙ୍କା

ଭୂବନେଶ୍ବର: ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ…

ବ୍ରହ୍ମପୁର ମେୟରଙ୍କୁ ମିଳିଲା ହତ୍ୟା ଧମକ

ବ୍ରହ୍ମପୁର: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ମିଳିଲା ହତ୍ୟା ଧମକ । କେହି ଜଣେ ଫୋନ କଲରେ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମେୟର । ଏନେଇ ମେୟର ଟାଉନ ଥାନାରେ ଏତଲା…

ବଲାଙ୍ଗୀରରେ ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଅବସରରେ ଜିଲ୍ଲାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର…

ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’; କଟିଗଲା ହାତ

ଭୁବନେଶ୍ୱର, (୦୨/୧୧) : ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଯୁବତୀଙ୍କ ବାମ…

ଓଡ଼ିଶା ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର୩୧ ଅକ୍ଟୋବର ୨୦୨୪ – କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଥମ ଦିନରେ ନିଜ ଗାଁ ରାଇକଳାରେ କାଳୀ ପୂଜା…