ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ
ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ ରାୟଗଡ:-ଅଦ୍ୟ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକାରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ରାୟଗଡାଠାରେ ଧାନ ମଣ୍ଡି ଉଦଘାଟନ ହୋଇଅଛି…
ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ ରାୟଗଡ:-ଅଦ୍ୟ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକାରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ରାୟଗଡାଠାରେ ଧାନ ମଣ୍ଡି ଉଦଘାଟନ ହୋଇଅଛି…
ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ: ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଭାଙ୍ଗିଲା ଛାତ୍ରଙ୍କ ବାମହାତ ବାଲିଗୁଡ଼ା:(ସୁଶିଲ କୁମାର ପାଣିଗ୍ରାହୀ): ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ…
( ଗଞ୍ଜେଇ ଗଛକୁ ସୁରକ୍ଷା ଦେଉଛି ଜଗତସିଂହପୁର ପୌର ପରିଷଦ ) ଜଗତସିଂହପୁର ତା =17/12/24ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା | ତାର…
ନୂଆଦିଲ୍ଲୀ, ୦୫/୧୨ : ସଂସଦରେ ଥମୁନି ଆଦାନୀ ଝଡ । ଆଜି ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି…
ଭୂବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର…
ଚଣ୍ଡିଗଡ଼: ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ…
ପ୍ୟାରିସ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମିସେଲ ବର୍ଣ୍ଣିୟରଙ୍କ ସରକାରର ପତନ ହୋଇଛି। ମାତ୍ର ୩ ମାସରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ଫ୍ରାନ୍ସରେ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଂସଦରେ ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା।…
ଭୂବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ…
ଭୂବନେଶ୍ବର: ଏବେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ସପ୍ତମ ଦିନରେ ବେଦାନ୍ତ ପାଉଁଶ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛି କଂଗ୍ରେସ । ବେଦାନ୍ତ ପ୍ରତି ସରକାରଙ୍କ ଏତେ ଦୟା କାହିଁକି ପ୍ରଶ୍ନ କରିଛି । ଏନେଇ କଂଗ୍ରେସ…
ଭୂବନେଶ୍ୱର: ରାଜ୍ୟରେ ୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି। ଗୃହରେ ବିଜେଡି ବିଧାୟକ ଚକ୍ରମଣି କଅଁରଙ୍କ ଏକ ପ୍ରଶ୍ନର ଉତ୍ତରରେ…