Month: December 2024

ଡାକ୍ତରୀ ପାଠ ପଢିପାରିବେନି ଝିଅ: ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ…

ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ ଆସିବ କଡ଼ା ଆଇନ: ମନ୍ତ୍ରୀ

ଭୂବନେଶ୍ବର: ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା । ରାଜ୍ୟରେ ଗୋ ହତ୍ୟା ପାଇଁ ଆସିବ ଆଇନ । ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ କାମଧେନୁ ଯୋଜନା…

ପ୍ରେମ ପାଠ ପଢିବେ ଛାତ୍ରଛାତ୍ରୀ, କଲେଜକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଚାଇନାକୁ ଘାରିଛି ଜନସଂଖ୍ୟା ହ୍ରାସ ପାଇବାର ଚିନ୍ତା । ତେଣୁ ଚୀନ୍ ସରକାର କଲେଜଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ରୋମାଣ୍ଟିକ ସମ୍ପର୍କକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବ ଏହି…

ଚୀନ୍ ଓ ପାକିସ୍ତାନର ଉଡିବ ନିଦ; ଭାରତୀୟ ସେନାରେ ସାମିଲ ହେବ ୪୮୦ଟି ‘ବିଧ୍ବଂସକ ଡ୍ରୋନ୍’

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି…

ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର…

ନାବାଳିକା ଦୁଷ୍କର୍ମ ଘଟଣା : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ଭୂବନେଶ୍ୱର, ୦୫/୧୨ : ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪…

ଓଡ଼ିଶାର ଦୁଇଟି ଜିଲ୍ଲାରେ ଅଛି ସୁନା ଖଣି : ମନ୍ତ୍ରୀ

ଭୂବନେଶ୍ବର, ୦୫/୧୨ : ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର…

ନବନିର୍ମିତ ଜୁଡିସିଆଲ କୋର୍ଟ ଲୋକାର୍ପିତ କଲେ ରାଷ୍ଟ୍ରପତି

ଭୂବନେଶ୍ବର,୫/୧୨: ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଗୁରୁବାର ସନ୍ଧ୍ୟାରେ କହିଛନ୍ତି, ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ସାଧାରଣ ଲୋକ ଜାଣିପାରନ୍ତି…

ସରକାର ଙ୍କ ବିରୋଧରେ ସ୍ଵର ଉତ୍ତୋଳନ କଲେ ଜମିହରା ପ୍ରଜା

ସରକାର ଙ୍କ ବିରୋଧରେ ସ୍ଵର ଉତ୍ତୋଳନ କଲେ ଜମିହରା ପ୍ରଜା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଖଡକପ୍ରସାଦ ଗ୍ରାମରେ କାରଖାନା ସ୍ଥାପନା ପାଇଁ ଜମି ହରାଇ ଥିବା ପ୍ରଜା ମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ କରି ସରକାରଙ୍କ…

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

( ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )ଜଗତସିଂହପୁରତା =5/12/24ପୂର୍ବତନ ମନ୍ତ୍ରୀ, ଦକ୍ଷ ରାଜନେତା, ସମାଜସେବୀ ସ୍ବର୍ଗତ ସମୀର ଦେ ଙ୍କ ବିୟୋଗରେ ଜନ୍ମମାଟି ଜଗତସିଂହପୁର ପୁନଙ୍ଗ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |ସମାଜସେବୀ…